Your Story : ‘Women Beyond Boundaries’ : ତିନି ମାସ ଡ୍ରାଇଭିଂ କରି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କଲେ ତିନି ବାନ୍ଧବୀ

ITD-licencetodriveSupporting women’s empowerment through mobility, Porsche India partners with WBB for the Cayenne Expedition
May 9, 2016
Shifting Gears : Porsche India partners with Women Beyond Boundaries
June 10, 2016

Your Story : ‘Women Beyond Boundaries’ : ତିନି ମାସ ଡ୍ରାଇଭିଂ କରି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କଲେ ତିନି ବାନ୍ଧବୀ

ତିନି ମହିଳା, ୨୩,୮୦୦ କିଲୋମିଟର, ୧୭ ଦେଶ, ୯୭ ଦିନ | ସଡକପଥରେ ଏକ ଅଭିନବ ଯାତ୍ରା | ବେଙ୍ଗାଲୁରୁରେ ରହୁଥିବା ତିନି ମହିଳ ନିଧି ତିୱାରୀ, ରଶ୍ମୀ କୋପ୍ପର ଓ ଡ. ସୌମ୍ୟା ଗୋୟଲ୍ ଭାରତର ରାଜଧାନୀ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ସ୍କୋର୍ପିଓ ଗାଡି ଚଲାଇ ଏକ ସଫଳ ଯାତ୍ରା କରିଛନ୍ତି | ୨୩ ଜୁଲାଇରୁ ଇଣ୍ଡିଆ ଗେଟ୍ ସ୍ଥିତ ମେଜର ଧ୍ୟାନଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ଅଭିନବ ଯାତ୍ରା | ୯୫ ଦିନ ପରେ ୨୭ ଅକ୍ଟୋବରରେ ଲଣ୍ଡନରେ ଏହି ଯାତ୍ରା ସମାପ୍ତ ହୋଇଥିଲା | ଏହି ମହିଳାମାନେ ପ୍ରମାଣିତ କରିଦେଲେ ଯେ ସେମାନେ ବିବାହିତ ଓ ପିଲାସଂସାର କରିବା ପରେ କାହାଠାରୁ ପଛରେ ନାହାନ୍ତି |

Read More

Leave a Reply

Your email address will not be published. Required fields are marked *

1 × 4 =